STORYMIRROR

Abhinaba Pattniak

Others

3  

Abhinaba Pattniak

Others

ସୃଷ୍ଟି

ସୃଷ୍ଟି

1 min
11.4K

କିଏ ତମେ ଆହେ ବିଧାତା ସୃଷ୍ଟି ତୁମ ହାତେ ଦିବସ ରଜନୀ ।

ନରନାରୀ ସୃଷ୍ଟି କରିଚ ଆବର କପାଳ ଲିଖନ ।

ଶବ୍ଦ ତୁମେ ଶାକ୍ତ ତୁମେ ତୁମେ ପାଳନକାରୀ ।

ତୁମେ ବ୍ରହ୍ମା ତୁମେ ବିଷ୍ଣୁ ତୁମେ ଶିବ ତୁମେ ସୃଷ୍ଟିକାରୀ ।ତୁମେ ହିଁ ଏକାକ୍ଷର ବ୍ରହ୍ମ ତୁମେ ଯୋଗୀ ତୁମେ ପାଳନହାରୀ ।

ହେ ନାରାୟଣ ରାମେଶ୍ୱର ଅନନ୍ତ ବାସୁକି ବ୍ରହ୍ମ ଦୁଃଖ ଫେଡ ସବୁରି ।


Rate this content
Log in