Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

2  

Disambar Meher

Others

ସରଗର ତରା

ସରଗର ତରା

1 min
6.8K


ଚିକ୍ ମିକିଆ ସରଗେ

ଉଦିଛେ ତରା

ଦେଖୁଛେ ତୋର୍ ଚେହେରାକେ

ନାଇଁ ପାଉଛେ ଧରା ।

ବିକ୍ ବିକ୍ କରି

ମନକେ ନେଉଛୁ ଟାନି

ହାତେ ଦେତୁ ବେଲେ ଧରା

କରିଦେତି ମନର ରାନୀ ।

କାଏଁଟା ଅଛେ ତୋର ମନେ

ଦେତୁ ହେଲେ କହି

କେତେ ଦିନ୍ ଆରୁ ଜୁଗିଥିମି

ନାଇଁ ପାରେ ଆରୁ ରହି ।

ପାସେ ଥିଲୁ ବେଲେ

ମନକେ ଲାଗ୍ ତା ଉସତ୍

ଦୁରେ ଅଛୁ ଯେ

ହୃଦ୍ କେ ହେଉଛେ ଦରଦ୍ ।

ଫୁଲ୍ ସୁନ୍ଦରୀ ତୁଇ

କଜଲୀ ଆଖି ଲହର ମନୀ

ଚାହାନୀ ଚାଖି

ଲଜେଇ ସୁନ୍ଦରୀ ନନୀ ।

ତୁଇ ତ ମୋର ସରଗର ତରା

କେତେ କର୍ସୁ ଆଉ ଠରାନରା

କେବେ ଦେବୁ ତୁଇ ଧରା

କେବେ ଦେବୁ ତୁଇ ଧରା ।




ଡିସମ୍ବର ମେହେର

ନୂଆପଡା


Rate this content
Log in