STORYMIRROR
ସରଗ
ସରଗ
ସରଗ
ସରଗ
ନା ନା ନା
ଦେବିନି ଛାଡି
ମୋ ପାଖରେ
ରହ ଲୋ ଭିଡି
ସଖି ମୋହର,
ତୋ ହସରେ
ମୋହରି ଖୁସି
ତୋ ପ୍ରେମରେ
ଯାଇଛି ଫସି
ଧନରେ ମୋର l
ତୋ ଛୁଆଁରେ
କି ଯାଦୁ ଅଛି
ଭାରି ମିଠାଯେ
ମୋତେ ଲାଗୁଛି
ସତେ, କଲୁ କି ମନ୍ତର,
ସବୁ ସୁଖ ଯେ
ପାଇଲି ମୁହିଁ
ମଣିଷ ଜନମ
ଭଲ ଲାଗଇ
ତୁ ତ ଅଟୁ ସରଗ ମୋର l
More oriya poem from Dr Rashmita Panigrahi
Download StoryMirror App