Sujata Routray
Others
ଗାଁ ରୁ ସହର,ଚାରିଆଡେ ,
ଆଧୁନିକତାର ଛାପ ,
ସଭ୍ୟତାର ନୂତନ ସଂସ୍କରଣ,
ହଜିଯାଉଛି ଆମ ସଂସ୍କୃତି ପରମ୍ପରା,
ତଥାପି ସବୁକୁ ବଞ୍ଚେଇ ରଖିଛନ୍ତି,
କିଛି ବ୍ୟକ୍ତି ସମୁହ,ଆଧୁନିକ ହେଲେବି,
ମାଟିସହ ଅଙ୍ଗାଙ୍ଗିଭାବେ ଜଡିତ ,
ପ୍ରକୃତ ଉତ୍ତରଦାୟଦ,ମାର୍ଜିତ,ସଂସ୍କାରିତ।
ଅପରିଚିତ
ନବବର୍ଷ
ବିଦାୟୀ ବର୍ଷ
ଶ୍ରଦ୍ଧାଞ୍ଜଳୀ
ସ୍ବପ୍ନର ଭାରତ
ଫେରିଆସ ବାପୁ
ଧୈର୍ୟ୍ଯ
ଡାଲଖାଇ
ପ୍ରାଣଦାତ୍ରୀ
ଘୋଷ ଯାତ୍ରା