STORYMIRROR

srikant behera

Others

2  

srikant behera

Others

ସଂସ୍କୃତି ଗଲାଣି ହଜି

ସଂସ୍କୃତି ଗଲାଣି ହଜି

1 min
151


ଆଜିକା ଯୁଗରେ  ଏ ଧରା ପୃଷ୍ଠରେ 

    କେହି ତ ନୁହେଁ କାହାରି 

ଆଧୁନିକ ଏଠି  ନେଇଅଛି ବଟି 

   ସଂସ୍କୃତି ହୋଇଛି ଚୋରି 

   ପାପ କୁମ୍ଭ ଯାଏ ଭରି 

ଶୁଭୁନାହିଁ ଆଉ  ବାଦିପାଲା ଭାଉ 

    ହଜୁଛି ସୁଖ ଲହରୀ 


Rate this content
Log in