STORYMIRROR

Sanjya Tripathy

Others

3  

Sanjya Tripathy

Others

ସଂପର୍କ

ସଂପର୍କ

1 min
179


ମୁଁ ଯେବେ ମରିଯିବି

ତୁମର ଲୁହ ଝରିବ

କିନ୍ତୁ ମୁଁ ଜାଣିପାରିବିନି

ତେଣୁ ମୋ ସହିତ ଏବେ ସାମିଲହୁଅ ।

ତୁମେ ଫୁଲ ପଠାଇବ

କିନ୍ତୁ ମୁଁ ଦେଖୁପାରିବିନି

ତେଣୁ ଫୁଲ ଏବେ ପଠାଅ ।

ତୁମେ ପ୍ରଶଂସାର ଶବ୍ଦ କହିବ

କିନ୍ତୁ ମୁଁ ଶୁଣିପାରିବିନି

ତେଣୁ ମୋତେ ଏବେ ପ୍ରଶଂସା କର ।

ତୁମେ ମୋର ଭୁଲ ଭୁଲିଯିବ

କିନ୍ତୁ ମୁଁ ଜାଣିବିନି

ତେଣୁ ସେଗୁଡାକୁ ଏବେ ଭୁଲିଯାଅ ।

ତୁମେ ସେତେବେଳେ ମୋତେ ଝୁରିବ

କିନ୍ତୁ ମୁଁ ଅନୁଭବିବି ନି ନାହିଁ

ତେଣୁ ତୁମେ ଏବେ ମୋତେ ଝୁରିହୁଅ ।

ତୁମେ ଇଚ୍ଛା କରିବା

ତୁମେ କେମିତି ଅଧିକ ସମୟ ମୋ ପାଇଁ ବିତାଇଥାନ୍ତ

ସେୟା ଏବେ ବିତାଅ ।

ମୋ ଯିବା କଥା ଶୁଣି ତୁମେ

ଶୋକ ବ୍ୟକ୍ତ କରିବ ନାହିଁ

ଆମ ଘରକୁ ଆସିବା

ଯଦିଓ ବର୍ଷ ବର୍ଷ ହେଲା ଆମେ କତା ହୋଇ

ଦୟା କରି ଏବେ ମୋତେ ଖୋଜ ।

ତୁମେ ଆଖପାଖର ସମସ୍ତଙ୍କ ସହ

ସମୟ ବିତାଅ

ସେମାନଙ୍କୁ ସୁଖୀ ହେବାରେ ସାହାଯ୍ୟ କର

ତୁମର ପରିବାର, ବଂଧୁ ଓ ଅନ୍ୟାନ୍ୟ

ଜଣାଶୁଣା ବ୍ୟକ୍ତି ସେମାନଙ୍କୁ ସ୍ଵତନ୍ତ୍ର ରୂପେ ବିବେଚନା କର

ତୁମେ ଜାଣିନ ସମୟ କେବେ ତୁମଠାରୁ

ସେମାନଙ୍କୁ ଛଡାଇ ନେବ

ସମସ୍ତଙ୍କୁ ଭଲପାଅ

ସମସ୍ତଙ୍କୁ କ୍ଷମା କର

ଦୀତ ଯେତେଥର ଜିଭ କାମୁଡିଲେ ବି

ସେମାନେ ଗୋଟିଏ ମୁହଁ ଭିତରେ ରହିବେ ।

ଏଇଠି ଅଛି କ୍ଷମା

ଯଦିଓ ଆଖି ପରସ୍ପରକୁ ଦେଖନ୍ତି ନାହିଁ,

ସେମାନେ ମିଳିତ ଭାବେ

ବାହ୍ୟ ଜଗତକୁ ଦେଖନ୍ତି,

ଆଖି ମିଲ ମିଲ କରନ୍ତି ଓ କାନ୍ଦନ୍ତି ଏହା ଏକତା ।

ଆମେ କ୍ଷମା ଓ ଏକତ୍ରୀକରଣ ବ୍ୟବହାର କରୁ

ଏକା ମୁଁ କହିପାରେ,

କିନ୍ତୁ ଆମେ ଉଭୟେ ଆଳାପ କରିପାରୁ ।

ଏକା ମୁଁ ଖୁସି ମନାଏ,

କିନ୍ତୁ ଉଭୟେ ଆମେ ଖୁସି ମନାଇପାରୁ

ଏକା ମୁଁ ସ୍ମିତ ହସେ,

କିନ୍ତୁ ଉଭୟେ ଆମେ ହସିପାରୁ,

ଏହାହିଁ ମାନବୀୟ ସଂପର୍କର ସୌନ୍ଦର୍ଯ୍ୟ

କ୍ରେଡ ତୀକ୍ଷଣ କିନ୍ତୁ ଗଛ କାଟି ପାରେନା

କୁରାଢ଼ି ଶକ୍ତ କିନ୍ତୁ ବାଳ କାଟି ପାରେନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍