Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୮୭

ସଂଳାପ-୮୭

1 min
6.9K



ନିଧାଘ ଗ୍ରୀଷ୍ମ ପାଖରୁ

କୁଆଡୁ ଆସିବ ଅମୃତପୀୟୂଷ,

ଅନ୍ଧାର ବଖରାରେ

ଯଦି

ଖୋଜି ଚାଲି ଥିବି

କଳାବିରାଡ଼ି, ମିଳିବ ନି କି ?

ଖାଲି ଛାର ନିରାଶତା------!

ଛାତି ତଳ ବୁକୁ ଫଟା

କୋହ କେମିତି କମିବ

ଯଦି ନ ଭୁଲିବ ତୁମ ଅତୀତ

ବର୍ତ୍ତମାନରେ ବଞ୍ଚିବା ନ ଶିଖିବ

ଭାଙ୍ଗି ଯିବ ନି କି ? ଭବିଷ୍ୟତ

ସମ୍ଭାଳି ନିଅ ତୁମେ

ଦାଉ ସମୟର ,ଗ୍ରୀଷ୍ମ ନିଦାଘର

ତମେ ପା

ମୋ କବିତା,କବିର ମାନସ ନାୟିକା

ବିରହି ଚକୋରି ବି ତ ଖୁସି ହୁଏ

ଦେଖି ଦୂରରୁ ଜହ୍ନ

ଖୋଲି ଦିଅ,କରିଦିଅ ମୁକ୍ତ

ରୁଦ୍ଧ ବାତାୟନ ,

ଶୃଙ୍ଖଳାବଦ୍ଧ ଥିବା ତୁମ ମନ,

ଶୁନ୍ୟ ନାୟିକା

ମୁଁ ପରା ଅଛି,

ତୁମ ଭାଵ ନାଵର କାତ------------!

©®କାଶ୍ୟପ,ରାୟଗଡା ।




Rate this content
Log in