ସଂଘର୍ଷ
ସଂଘର୍ଷ
1 min
240
ଜୀବନଟା ଅଟେ ସଂଘର୍ଷମୟ।
କେତେବେଳେ କିଏ କରେ କାହାପାଇଁ ।।
କିଏ ନିଜେ ବଞ୍ଚିବାକୁ ସଂଘର୍ଷ କରୁଛିତ ।
କେ କରୁଛି ନିଜ ଜୀବିକା ପାଇଁ।।
କେ ନିଜ ପାଠ ପଢିବାକୁ ସଂଘର୍ଷ କରୁଛିତ ।
କେ କରୁଛି ନିଜ କ୍ରିଡାରେ ଉନ୍ନତି ପାଇଁ ।।
ଜୀବନ ଆଉ ସଂଘର୍ଷ ଅଙ୍ଗା ଅଙ୍ଗି ଭାବେ ଜଡିତ ।
ଜୀବନରେ ସଂଘର୍ଷ ନଥିଲେ ମଜା ନଥାଏ ।।
ଯିଏ ସଂଘର୍ଷ କରି ଜୀବନରେ ଉପରକୁ ଉଠେ ।
ସେହି ଜାଣେ କେତେ କଷ୍ଟ କରିଛି ତା ସଂର୍ଘଷରେ।।
ସଂଘର୍ଷର ମାନେ ଜିଏ ବୁଝିଛି ।
ସେହିଁ ଜୀବନରେ ସଠିକ ତିଷ୍ଟି ପାରିଛି ।।
