STORYMIRROR

jagabandhu sahu

Others

3  

jagabandhu sahu

Others

ସଙ୍ଘର୍ଷ

ସଙ୍ଘର୍ଷ

1 min
806

ଜୀବନଟା ଗୋଟେ  ସଙ୍ଘର୍ଷର ପଥ

    ବାଟତ ଅନେକ ଦୂର

ଚାଲିବାକୁ ହେବ  ଲମ୍ବା ରାସ୍ତା ଦେଇ

    ଆସୁ ଅବା ଯେତେ ଝଡ଼ ।


ଝଡ଼କୁ ଦେଖି ଯେ  ଯିବା ନାହିଁ ଡରି

     କରିବା ଆମେ ସଙ୍ଘର୍ଷ

ତେବେଟି ଆମରି   ହାତେ ସଫଳତା

     ବଞ୍ଚିବା ହେବ ସରସ ।


ଜୀବନଟା ଯଦି    ବହିଟିଏ ହୁଏ

    ସଙ୍ଘର୍ଷଟି ଅଟେ ପୃଷ୍ଠା

ଜୀବନ ସାଥିରେ   ସଙ୍ଘର୍ଷଟି ପୁଣି

    ଯୋଡ଼ି ଦେଇଛନ୍ତି ସ୍ରଷ୍ଟା ।


ସଙ୍ଘର୍ଷ ପାଇଁକି  ଡରି ଯାଏ ଯିଏ

     ଜୀବନତା ହୁଏ ନଷ୍ଟ

ସଙ୍ଘର୍ଷର କଥା   କବିତା ମାଧ୍ଯମେ

     ବୁଝାଇ କହିଲି ସ୍ପଷ୍ଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ