Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUDARSHAN GILI

Others

3  

SUDARSHAN GILI

Others

ସନ୍ଧ୍ୟା

ସନ୍ଧ୍ୟା

1 min
404



ସନ୍ଧ୍ୟାର ଆଗମନେ 

ଦିନର ଅବଶନ ଘଟିଥାଏ l

କେତେ ସନ୍ଧ୍ୟା ଯାଏ 

କେତେ ସନ୍ଧ୍ୟା ଆସେ 

ତାହା ମୁଁ ଜାଣେନା l


କେତେ ସନ୍ଧ୍ୟା ଆମକୁ ପୁଷ୍ପିତ ପ୍ରଦାନ କରେ 

ଆଉ କେତେ ସନ୍ଧ୍ୟା ଆମକୁ କଣ୍ଟାରେ ଆଘାତ କରେ 

ତଥାପି ଆମେ ସନ୍ଧ୍ୟା ର ଆଗ ମାନେ ଅପେକ୍ଷା ରତ !

ସନ୍ଧ୍ୟାର ମଳୟ ପବନ 

ରାତ୍ରିଚର ଜୀବକୁ ଉତ୍କଣ୍ଠ କରି ନିଏ l


ସନ୍ଧ୍ୟା ର ଗଗନେ ପୁରନ୍ଦ ଦର ନାଚିଉଠେ 

ବିଧୁର ଆଲୋକେ ସନ୍ଧ୍ୟା କାଳ ଆଲୋକିତ ହୁଏ !

ସନ୍ଧ୍ୟାର ଗମନ 

ମନୁଷ୍ୟର ବିଛୁରିତ କନ୍ଧନ 

ସନ୍ଧ୍ୟା କଣ ମନୁଷ୍ୟ ଦୁଃଖର କାରଣ?


                     


Rate this content
Log in