Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Others

3  

Gunanidhi Samal

Others

ସ୍ନାନ ପୂର୍ଣ୍ଣିମା

ସ୍ନାନ ପୂର୍ଣ୍ଣିମା

1 min
12.1K


ରତ୍ନ ସିଂହାସନ ଛାଡ଼ିଦେଇ କିଆଁ

ଅଣସର ଘରେ ରୁହ

ଶହେଆଠ ଗରା କାହିଁକି ଗାଧିଲ

ଜଗନ୍ନାଥ ସତ କୁହ।

ଜନମ ବେଦୀକୁ ଯିବାପାଇଁ କାଳେ

ଲକ୍ଷ୍ମୀ କରିଦେବେ ମନା

ଭକତ ଜନଙ୍କୁ ଦେଖାଦେବା ପାଇଁ

ନିଜେ କରିଛ ବାହାନା ।

ଭାଇ ଭଉଣୀଙ୍କ ସାଥେ ମହାପ୍ରଭୁ

ଜ୍ବରରେ ହେବେ ପୀଡିତ

ଦଶମୂଳ ଖାଇ ଧରିବେ ଗୋସାଇଁ

ନବ ଯଉବନ ବେଶ ।

ନନ୍ଦିଘୋଷ ଚଢି ବଡ଼ଦାଣ୍ଡେ ଯିବେ

ଭାଇ ଭଉଣୀଙ୍କୁ ନେଇ

ନବଦିନ ଯାତ କରିବେ ସାଆନ୍ତ 

ପତିତ ଉଦ୍ଧାର ପାଇଁ ।


Rate this content
Log in