STORYMIRROR

Niranjan Sahu

Others

3  

Niranjan Sahu

Others

ସମୟ

ସମୟ

1 min
411

ସମୟ ଯଦି ନିଜ ସାଥେ ଅଛି

ଶତ୍ରୁ ବି ହୋଇବ ନିଜର

ସମୟ ଯଦି ପର କରିଦେଲା

ପର କରିଦେବେ ନିଜର


ମିଛ ଟାରେ ଖାଲି କାନ୍ଦୁ

ନିଜର ଭାଗ୍ୟ କୁ ନିନ୍ଦୁ

ସ୍ୱାର୍ଥପର ଭାଇ ଏଇ ଦୁନିଆଁ ରେ

ସମୟ ପ୍ରକୃତ ବନ୍ଧୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍