STORYMIRROR

pratap nayak

Others

4  

pratap nayak

Others

ସମୟ

ସମୟ

1 min
405


ଗଉଣି ଗଉଣି ସମ୍ପର୍କ ଭିତରେ

ସଢୁଥାଏ ସିଏ ଆ ତା ପିଣ୍ଢାରେ

ଅମାର କାହିଁ ଯେ ରହିବ

କାକତାଳ ନ୍ୟାୟ ଅବୁଝା ଯୌବନ

ପଲଙ୍କ ନପାଇ ଶୋଇବ ।


ସକାଳ ସୂରୁଜ ଅଧରପୂଟରେ

ବାଇଗିଣୀ ରଙ୍ଗ ମାଖିତା ଗଭାରେ

ସଅଳ ସଅଳ ଧୋଇବ

ଅଲାଜୁକୀ ବୁଢୀ କତରା ଫୋପାଡି

ଆନମନା ସଭି କରିବ ।


କି ବେଳ ହେଲାଲୋ ଦରଭଙ୍ଗା ଶୀତ

ଗାଇ ପୁଣି କେତେ ନାନାରଙ୍ଗେ ଗୀତ

ନିଇତି ଯାବୋଡି ଧରିବ

ଅହ୍ୟସୁଲକ୍ଷଣୀ ବାଇଆଣୀ ସାଜି 

ଦାଣ୍ଡ ମଝିଟାରେ ନାଚିବ

ଦାଣ୍ଡ ମଝିଟାରେ ନାଚିବ ।


Rate this content
Log in