STORYMIRROR

Dipti lekha Mishra

Others

4.3  

Dipti lekha Mishra

Others

ସମୟ ନୁହଁ ଦିଗୁଣା

ସମୟ ନୁହଁ ଦିଗୁଣା

1 min
8.2K



ଆଗରୁ ମୋ ଘରକୁ ଆସୁନଥିଲୁ

ଆସିଲେ ବି ଘଣ୍ଟାଏ ବସୁନଥିଲୁ

ଏବେ କିନ୍ତୁ ମୋ ପାଖେ ଦିନସାରା ବସୁଛୁ

ମୋତେ ନା ମୋ ଜିନିଷକୁ ଭଲ ପାଉଛୁ ?

ହ୍ବାଟ୍ସଆପ୍ , ଫେସ୍ ବୁକ୍ ,ଆଏମ୍ ଓ ନଥିଲା

ଏଣୁ ତୋର ଦେଖା କେବେ ମିଳୁନଥିଲା ।

ଏବେ ଏସବୁ କିଣିଦେଲି ବୋଲି ବୋଧେ

ତୁ ମୋତେ ଆପଣେଇଛୁ ଆଜିକାଲି ।।

ସେ ଯାହା ହେଉ ମୋ ନାମ ଭ୍ରାମ୍ୟମାଣ

ସମୟ ଦେଇପାରିବିନି ଦିଗୁଣ

ଏଣୁ ମୋତେ ହଇରାଣ କରନା

କଲବଲ ଅତି କରନା

ଏସବୁ ମୁଁ ପସନ୍ଦ କରେନା ।।


ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର


Rate this content
Log in