ସମୟ ଭରିପାରେ କିଛି କ୍ଷତ
ସମୟ ଭରିପାରେ କିଛି କ୍ଷତ
1 min
111
ଯଦିଚ ଶୁଖି ଯାଇଛି
ତୁମେ ଦେଇଥିବା କ୍ଷତ ସବୁ
ବହୁତଦିନର ବ୍ୟବଧାନରେ
ହେଲେ,
ଏ ହୃଦୟ ଆଜିବି ରକ୍ତାକ୍ତ
ଅନବରତ ଝରୁଛି ରୁଧିର ।
ଯଦଚ ଲୋକେ କୁହନ୍ତି
ସମୟ ସବୁକିଛି ଭରିଦେଇଥାଏ,
ହଁ ସମୟ ଭରିପାରେ କିଛି କ୍ଷତ
ଭରିପାରି ନଥାଏ ଅଦେଖା କ୍ଷତ,
ହୃଦୟର ବ୍ୟଥା ।
