Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ସ୍ମୃତିର ସୌଧ୍ୟ

ସ୍ମୃତିର ସୌଧ୍ୟ

1 min
6.6K


ସ୍ମୃତିର ସୌଧ୍ୟ ।

ବର୍ଷା ---------------- ! 👍 ତମେ ! ଅନେକ ଦିନ ପରେ ଆସିଛ, ପୁଣି କାଲି ଫେରିଯିବ, ଗ୍ରୀଷ୍ମ କାତର ପ୍ରାଣରେ ଭରି ଦେଇଛ ଜୀବନର ସତ୍ତା । (୧)

କାଲି ସକାଳୁ ପୁଣି ଦିଗନ୍ତ ସେପାରି ଉଦୟ ହେବ ନେଇ ଅନେକ ଆଶାର ଆଉ ଏକ ସୂର୍ଯ୍ୟ, ଆଜି ଅଛି ଜୀବନ କାଲି ଚାଲି ଯିବ ଏଇ ଆସିବା ଯିବା ଭିତରେ ତ ରହିଯାଇଛି ଅନେକ ହିସାବ ଆଉ କିଛି ସ୍ମୃତି ଏବଂ ଅନୁଭୂତି । (୨)

କିଏ ? ବାଣ୍ଟିଛି , କିଏ ? ରହି ଯାଇଛି, କିଏ ? ଯାଇଛି ଆଉ ଫେରିନି କେବେ, ରହି ଯାଇଛି ଖାଲି ଗଢି ଥିବା ତା ନିଜ ହାତର ସ୍ମୃତିର ସୌଧ୍ୟ । (୩)

ରାମ ବିଶୋଇ (କାଶ୍ୟପ) ତା-୨୯-୦୬-୧୬, ରାତ୍ର-୧୨-୧୬ ମିନିଟ ରାୟଗଡ଼ା ।


Rate this content
Log in