Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ସ୍ମୃତି ଏକ ରୂପା ଜହ୍ନ-୬ ।

ସ୍ମୃତି ଏକ ରୂପା ଜହ୍ନ-୬ ।

1 min
7.2K


ସ୍ମୃତି ଏକ ରୂପା ଜହ୍ନ-୬ ।

ତମେ ଯଦି ଅଛ ମୋ ସାଥିରେ ରହି ଯାଅ ତ କିଛି କ୍ଷଣ, ହୃଦୟଟା ତ ଟିକେ ସମ୍ଭାଳିଯାଉ, ତମକୁ, କେମିତି ରୋକିବି ମୋ ଆଡକୁ ଆସୁଥିବାର ଦେଖି, ଆଖିରେ ତମକୁ ଭରି ନେବାକୁ ତ ଦିଅ, କଥା ନ କହି ବି ସବୁ କଥା ଶୁଣେଇବାକୁ ତ ଦିଅ, ସବୁ ଦୁଖଃକୁ ମୋର ଖସି ପଳାଇବାକୁ ତ ଦିଅ। (୧)

ସମୟ ତ ନଦୀ ଭଳି ଯାଉଛି ବହି, ସାଥି ଯଦି ତୁମେ ଅଛ ମୋ ସାଥେ, ତମ ଦୁନିଆଁ ରେ ରହିଛି ମୋ ଦୁନିଆଁ , ତମ ଭଲପାଇବାରେ ରହିଛି ମୋ ଭଲ ପାଇବା, ତମ ଚାହାଣୀରେ ଯଦି ଅଛି ସ୍ବପ୍ନ ଆଉ ସେ ସ୍ୱପ୍ନରେ ଯଦି ଅଛି ତମ ନାରାଜି ମତେ ଲାଗୁଛି କାହିଁକି ? ଏମିତି ତମ ହୃଦୟ କହୁଛି ଅଲଗା କିଛି ତମ ଓଠରୁ ବାହାରୁଛି ଆଉ କିଛି, ତମେ ସାଥିରେ ରୁହ ଅବା ନ ରୁହ ବେଦନା ରେ ବଞ୍ଚି ଥିଲି କାଲି ଆଜି ବି ବଞ୍ଚୁଛି ବେଦନା ସହ, ଆଖି ପିଛୁଳାରେ ଚାଲି ଯିବ ଏ ସମୟ, ଆଖି ପିଛୁଳାରେ କଟି ଯିବ ସବୁ ଦୁଖଃ, ଯଦି ସାଥି ତୁମେ ଅଛ ମୋ ସାଥେ, ସ୍ମୃତି ତମେ ଏକ ରୂପା ଜହ୍ନ । (୨)

ରାମ ବିଶୋଇ (କାଶ୍ୟପ) ରାୟଗଡ଼ା ସମୟ-ସକାଳ-୯-୩୫ ମିନିଟ, ତା-୨୩-୦୫-୧୬ ।

 


Rate this content
Log in