STORYMIRROR

ରମାକାନ୍ତ ରାଉତ

Others

3  

ରମାକାନ୍ତ ରାଉତ

Others

ସ୍ମୃତି ଏ ଜୀବନ

ସ୍ମୃତି ଏ ଜୀବନ

1 min
229


ପୁରୁବ ଦିଗରେ ସୂରୁଜ ଉଦୟ, ପଶ୍ଚିମ ଦିଗରେ ଅସ୍ତ,

ଚନ୍ଦ୍ରରେ କାଳିମା କିଏ ଲଗେଇଲା,

ଆକାଶ ରେ ତାରା କେଉଁଠୁ ଆସିଲା.

ପଞ୍ଚମହାଭୂତ କେଉଁଠୁ ଆରମ୍ଭ କେଉଁଠୁ ବିଲୀନ,

 ନ କହି ପାରିଲା ଆଜିର ବିଜ୍ଞାନ.

ଦୁଇଟି ନିଆଁ ର ଜୀବନ ମଝିରେ......

ବାଟ କେତେ ଚାଲୁ ଦୁଃଖରେ ସୁଖରେ.....


ଜୀବନଟା ମିଥ୍ୟା ମୃତ୍ୟୁ ଚିରନ୍ତନ,

ସତ୍ୟର ଶଯ୍ଯାରେ ବନ୍ଧା ବି ଅନନ୍ତ. 

ଆସି ବାକୁ ଥିଲା ଆସୁ ଏକା ଏକା,

ଠୁଳ କଲୁ ଯେତେ କୋଠା ସୁନା ଟଙ୍କା,

ଯିବା ବେଳେ ଯିବୁ ମହା ଶୂନ୍ୟ ହୋଇ,

ମାୟା ବନ୍ଧନଟା ଯିବ ଶୂନ୍ୟ ହୋଇ.

ଜୀବ ଓ ଆତ୍ମାର ସତ୍ୟ ଅନ୍ୱେଷଣ କରିଆସିଥିଲୁ,

ଯାହା ବୁଝୁ ବୁଝୁ ଦିନ କାଟି ନେଲୁ. 

ସମୟଟା ସିନା ସରିଗଲା ତୋର,

ଅଭୁଲା ଅତୀତ ହୋଇଗଲା ତୋର! 



Rate this content
Log in