STORYMIRROR

Kshyama sagar Prusty

Others Children

3  

Kshyama sagar Prusty

Others Children

ସ୍ମୃତି,ଅନୁଭୂତି

ସ୍ମୃତି,ଅନୁଭୂତି

1 min
186


ପିଲାଦିନ ଧୁଳି ବାଲି ଖେଳରେ 

କଟିଯାଇଛି କେତେଦିନ କେତେରାତି l

ମନେଅଛି କଣ୍ଢେଇ ବାହାଘରେ

ମିଛ ପ୍ରତିଶୃତି ll

ବୋହୂ ଚୋରି ଖେଳର 

ମିଠା ଅନୁଭୂତି l

ମନେଅଛି ବିରୂପା ନଦୀ କୁଳେ  

କେତେ ବାଲିଘର ତୋଳି 

ଭାଙ୍ଗିଛେ ଏକାଠି ll

ମନେଅଛି ପିଲାଦିନ ଝଗଡ଼ାରେ

 ମିଚିମିଚିକା କଟି l

ସ୍ମୃତି,ଅନୁଭୂତିରେ ପିଲାଦିନଟା

ଯାଇଛି ବିତି ll

ସେଇ ସ୍ମୃତି ଅନୁଭୂତି ସବୁକୁ ରଖିଛି 

ଏଇ ହୃଦୟେ ସାଇତି

ଏଇ ହୃଦୟେ ସାଇତି l


Rate this content
Log in