Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others Romance

2  

Bikesh Sahu

Others Romance

ସ୍ମୃତି -୧

ସ୍ମୃତି -୧

1 min
6.6K


ହୃଦୟର ଏଇ ସ୍ମୃତି ଗ୍ରନ୍ଥାଗାରେ

ଖୋଜି ମୁଁ ପାଇଛି ଆଜି

ସେଇ ଅତୀତର ଅଭୁଲା ଦିନର

କ୍ଷୁଦ୍ର ଏକ ପ୍ରତିଛବି ।

ଅଧଚିରା ସେଇ ହୃଦୟ ପୃଷ୍ଠାରେ

ରଙ୍ଗ ତା ଯାଇଛି ହଜି

ତଥାପି ତ ସିଏ ଲାଗେ ନୂଆ ନୂଆ

ଓଠେ ହସ ଦିଏ ଭରି ।

ଭାବି ବସେ ମୋର ସେଇ ଅତୀତକୁ

ବାସ୍ତବତାକୁ ମୋ ଭୁଲି

ଫେରି ଯାଆନ୍ତି କି ସେଇ ଅତୀତକୁ

ନିଜେ ମୁଁ ନିଜକୁ ଭୁଲି ।।


Rate this content
Log in