STORYMIRROR

Subal Routray

Others

2  

Subal Routray

Others

ସମର୍ପଣ

ସମର୍ପଣ

1 min
13.8K




ସବୁ କରିଦେଲି ସମର୍ପଣ

ନିଜଠୁ ନିଜେ ମୁଁ ଦୂରେ ଚାଲି ଯାଏ

ନିଜର ନୁହେଁ ଏ ଦେହ ମନ !


ଯେମିତି ଗଛରୁ ପତ୍ର ଝରେ

ଯେମିତି କୁଂଭରୁ ଜଳ ସରେ

ସୁଖ ସରିଗଲା ଦୁଃଖ ସରିଗଲା

ସରିଗଲା ମାନ ଅଭିମାନ !


ଦୋଷ ନାହିଁ ଆଜି ଗୁଣ ନାହିଁ

ପାପ ପୁଣ୍ୟ ବୋଲି କିଛି ନାହିଁ

ମୁକ୍ତି ବଂଧନର କଥା ଭାବିବାକୁ

ନାହିଁ ଆଜି ହିତାହିତ ଜ୍ଞାନ !


Rate this content
Log in