STORYMIRROR

jagabandhu sahu

Others

3  

jagabandhu sahu

Others

ସମ୍ପର୍କ

ସମ୍ପର୍କ

1 min
204

କେବେ ଏ ସମ୍ପର୍କ ଜୀବନେ ଆମର

   ଭରି ଦିଏ ନୂଆଁ ଆଶା

ଭାଇ ବନ୍ଧୁ ପ୍ରେମ  ମାଆ ଓ ମମତା

   ହୃଦୟେ ବାନ୍ଧଇ ବସା ।


ସମ୍ପର୍କ ଆଗରେ   ସମର୍ପଣ ଭାବ

    ରଖିଥିଲେ ବନ୍ଧୁ ସର୍ବେ

ଆମରି ସମ୍ପର୍କ    ସବୁଠୁ ମହାନ

    କହି ପାରିବାଯେ ଗର୍ବେ ।


ଏଇ ପୃଥିବୀରେ  ଭିନ୍ନ ଭିନ୍ନ ରୂପେ

     ସମ୍ପର୍କର ଜନ୍ମ ହୁଏ

କେବେ ସେ ବନ୍ଧୁତା କେବେ ସିଏ ପ୍ରେମ

    ହୃଦୟରେ ରହିଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ