STORYMIRROR

Ashis Kumar Swain

Others

3  

Ashis Kumar Swain

Others

ସମ୍ପର୍କ

ସମ୍ପର୍କ

1 min
343

ସମ୍ପର୍କ ମାନବ ହୃଦୟର ଆଶାର କୋଣାର୍କ,

ସୃଷ୍ଟି କରି ଚାରିଆଡ଼େ ବାଣ୍ଟି ଦିଏ ତା ମହକ ।

ଭାଇ ଓ ଭଉଣୀର ଭଲପାଇବାର ବନ୍ଧନ,

ରେଶମୀ ଡୋରିରେ ଆପଣା କରିବା ନିଦର୍ଶନ ।

ଦୁଇ ହାତ ଦୁଇ ମନ ଦୁଇ ଆତ୍ମାର ମିଳନ,

ସାମାଜିକ ପରମ୍ପରାରେ ଏ ମହତ ବିଧାନ ।

ସଚ୍ଚୋଟ ଓ ମଧୁର କଥାରେ ସମ୍ପର୍କର ସୃଷ୍ଟି ,

ସଠିକ୍ ବୁଝାମଣାରେ ଦୀର୍ଘ ହୁଏ ସମ୍ପର୍କଟି ।


Rate this content
Log in