STORYMIRROR

Mamata kumari Behura

Others

3  

Mamata kumari Behura

Others

ସମ୍ପର୍କ

ସମ୍ପର୍କ

1 min
169


ସମ୍ପର୍କ ଅଟଇ ଏକ ଅପୂର୍ବ ବନ୍ଧନ, 

ତାକୁ ମଜ୍ବୁତ୍ ରଖିବା ଆମ ସଭିଙ୍କ କାମ। 


ସମ୍ପର୍କ ଆରମ୍ଭ ହୁଏ ପରିବାର ମଧ୍ଯରୁ, 

ସ୍ନେହ ପ୍ରେମ ଯୁକ୍ତ ହୋଇ ଥାଏ ହ୍ରୁଦୟରୁ। 


ସମ୍ପର୍କ ସୀମିତ ଥାଏ ପିତା ମାତା ଓ ସନ୍ତାନ ମଧ୍ଯରେ, 

ସେହି ସମ୍ପର୍କରୁ ସଦା ଅମ୍ରୁତ ହିଁ ଝରେ। 


ସମ୍ପର୍କର ସେତୁ ପୁଣି ଲମ୍ବି ଯାଇଥାଏ, 

ଭାଇ ବନ୍ଧୁ କୁଟୁମ୍ବ ଓ ପଡୋଶୀଙ୍କ ଯାଏ। 


ସୁଖ ଦୁଃଖ ବାଣ୍ଟି ଥାନ୍ତି ପରସ୍ପର ମଧ୍ଯରେ

କଳୁଷତା ନ ଥାଏ ଯମା ଏହି ସମ୍ପର୍କରେ। 


ଈଶ୍ବରଙ୍କ ସହ ସମ୍ପର୍କଟା ଯେବେ ଯୋଡି ହୋଇଯାଏ, 

ଜୀବନର ସବୁ କାର୍ଯ୍ୟ ସହଜ ହୋଇଯାଏ।


ସମ୍ପର୍କଟା ପୁଣି ଏକ ସରୁ ସୂତାର ଖିଅ, 

ଦୀର୍ଘ ସ୍ଥାୟୀ କରିବାକୁ ତା'ର ଯତ୍ନ ନିଅ। 


ସମ୍ପର୍କର ସ୍ମ୍ରତି ପୁଣି ଅଟେ ବଡ ମଧୁର, 

ଝୁରି ଝୁରି ମନୁଷ୍ଯ ସ୍ୱପ୍ନ ଦେଖେ ଭବିଷ୍ଯତର। 


ସମ୍ପର୍କର ସେତୁ ଯେତେ ଲମ୍ବା ହୋଇ ଥାଏ, 

ପରକୁ ଆପଣାର କରି ତ୍ରୁପ୍ତି ଲାଭ ହୁଏ। 


ସମ୍ପର୍କରେ ଅହଂକାର ଆଉ ସ୍ୱାର୍ଥ ଆସିଲେ, 

ସମ୍ପର୍କଟା ଶେଷ ହୁଏ ସାମାନ୍ଯ ବଚସାରେ।

       

      


Rate this content
Log in