STORYMIRROR

Saphala Das

Children Stories Comedy

3  

Saphala Das

Children Stories Comedy

ସମ୍ପର୍କ

ସମ୍ପର୍କ

1 min
190

ତୁମ ଅନ୍ତରଂଗ ଆଳାପ ଟିକକ

  ଖୋଜୁଥାଏ ଏହି ମନ

ଖୁସି ଟିକେ ଦେଇ ଦୁଃଖ ଠେଲି ଦିଏ

  ଚିହ୍ନାଏ ଆପଣା ଜନ ।।


ସୁନ୍ଦର ହୃଦୟ ସ୍ନେହ ଭରା ହସ

 ଆଖିରେ ଶୀତଳ ଲୁହ

ଅଭୂଲା ସ୍ମୃତିର ଅନନ୍ୟ ପରଶ

  ଭାଙ୍ଗେ ଗଦା ଗଦା କୋହ ।।


ଭିଜୁଥିଲା ଯେତେ ଅଦିନ ବରଷା

  ଝଡ ତୋଫାନର ଦାଉ ସହି

ଏମିତି ସମ୍ପର୍କ ସଦା ସେ ଜୀବିତ

  ଆଉ କିଛି ଲୋଡା ମୋର ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍