STORYMIRROR

Prabhanjana Tripathy

Others

2  

Prabhanjana Tripathy

Others

ସମ୍ପର୍କ

ସମ୍ପର୍କ

1 min
147


ତୁଳିଛି କିଏ ସମ୍ପର୍କ ଓଜନ,

ସମ୍ପର୍କ କେବେ ନ ନିଏ ବିଶ୍ରାମ,

ସମ୍ପର୍କ ପରା ହୃଦୟର ଖେଳ,

ସମ୍ପର୍କ ବିହୁନେ ସରେନାହିଁ କାଳ ll


କେବେ କେଉଁ ବାଟେ ହୁଏ ଯେ ସାକ୍ଷାତ,

ଉଲ୍ଲାସିତ ହୁଏ ସମ୍ପର୍କର ହାତ,

ଫେସବୁକ ସାଥି କେବଳ ମାତର,

ସମ୍ପର୍କ ବନ୍ଧନେ କେତେ ଯେ ଆତୁର ll


ଫଟ ଟିଏ ପାଇଁ ଆତୁରଇ ମନ,

ମନ ତ ସଦା ଗୋପ, ବୃଦାବନ,

ମଣିଷ ସିନା ରହେ କ୍ଷଣସ୍ଥାୟୀ,

ଚିତ୍ର ପରା ଯୁଗ ଯୁଗ କଥାକହି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍