STORYMIRROR

Jagabandhu Sahu

Others

3  

Jagabandhu Sahu

Others

ସମାଜ

ସମାଜ

1 min
193

ଏ ସମାଜ ଆଜି   ମଳିନ ପଡିଛି

    ରାଜନୀତି ଚକ୍ରବ୍ୟୂହେ

ନାହିଁ ଦୟା କ୍ଷମା କାହା ମନେ ଆଜି

    ଅକାରଣେ ପ୍ରାଣ ଯାଏ

ଦୋଷ କରି ଦୋଷୀ ଯାଉଅଛି ଖସି

    ନିର୍ଦ୍ଦୋଷଟି ସଜା ପାଏ

ଆଇନି କାନୁନୁ   ସବୁ ବେଈମାନି

     ଟଙ୍କା ଏଠି ଲୁଟା ଯାଏ

ଭାଇ ଚିହ୍ନେ ନାହିଁ  ଭାଇର ମନକୁ

    ଏ ସମାଜ ସ୍ଥିତି ଦେଖି

ଶହେରେ ନବେ  ବେଇମାନ ଏଠି

    ସମୟ ତାହାରି ସାକ୍ଷୀ

ଅହିଂସା ଯାହାର  ଥିଲା ଏଠି ମନ୍ତ୍ର

    ପଡିଛି ହିଂସାର ଛାଇ

ରାକ୍ଷସ ଏଇଠି ରାଜା ଯେ ହୁଅଇ

    ମହାପୁରୁଷଟେ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍