STORYMIRROR

Sasmita Das

Others

1  

Sasmita Das

Others

ସକରାତ୍ମକ କ୍ରାନ୍ତି

ସକରାତ୍ମକ କ୍ରାନ୍ତି

1 min
2.5K


କ୍ରାନ୍ତି ଏକ ସ୍ଵର ବିପ୍ଲବର

ଲଢେଇ ସତ୍ୟ ଓ ନ୍ୟାୟର

ଦିନେ ଏ ମାଟିରେ

ଶହୀଦ ଭଗତ ସିଂହଙ୍କ କ୍ରାନ୍ତି

ଦେଶକୁ ଦେଇଥିଲା ମୁକ୍ତି

ହେଲେ ଛାଡିଗଲେ ଇଂରେଜ ପଣ

ଯାହାପାଇଁ ଏ ଜାତି କରୁଛି ଗୋଲାମଗିରି

ଅନ୍ୟାୟ ଦେଖୁଛି

ସତ୍ୟକୁ ଡରୁଛି

ସ୍ୱାର୍ଥକୁ ରଖିଛି ଜାବୁଡି ଧରି

ସୀମାରେ ସୈନିକ

ଗୋଟେ ପରେ ଗୋଟେ

ଟଳି ପଡୁଛନତି

ତଥାପି ମଣିଷ 

ନୀରଵେ ଦେଖୁଛି ବସି

ପାଶ୍ଚାତ୍ୟ ପଛରେ ଗୋଡେଇ ଗୋଡେଇ

ନିଶା ଜୌନରେ 

ଵୁଡି ଯେ ରହୁଛି

ଆଜି ଏ ପତାକା ଦୁଃଖୀ ତ ଦିଶୁଛି

ଆଉଥରେ ପୁଣି

କ୍ରାନ୍ତି ସେ ଚାହୁଁଛି

ଏ ଦେଶବାସୀ ମୋର

ହୃଦ ଖୋଲା କର

ହୁଅ କ୍ରାନ୍ତି ବୀର

ଭ୍ରଷ୍ଟାଚର ସବୁ ଦୁରେଇ

ଜୟ ହିନ୍ଦ୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍