STORYMIRROR

MADHU MITA

Others

2  

MADHU MITA

Others

ସଖା ସାକ୍ଷୀ ସାକ୍ଷ୍ୟ

ସଖା ସାକ୍ଷୀ ସାକ୍ଷ୍ୟ

1 min
152


ସଖା ଜାଣିଥାଏ..

ସଖୀର କଥା..

ସଖୀ କହେନା..

ମନର ବ୍ୟଥା..


ସଖୀ ବୁଝିଯାଏ..

ଅବ୍ୟକ୍ତ ଗାଥା..

ସଖା ସମର୍ପଣ..

ହୁଏନି ଅନ୍ୟଥା...


ସଖୀ କୁହେ ଯଦି..

ସଖା ହିଁ କର୍ତ୍ତା..

ସଖା କୁହେ ସଖୀ..

ତୋ ବିନା ମୁଁ ବୃଥା..


ସଖାର ତ୍ୟାଗର..

ସଖୀ ବିଶ୍ଵାସର..

ସାକ୍ଷ୍ୟ ଥାଏ ଖାଲି..

ଅନ୍ତର୍ମନ ବାର୍ତ୍ତା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍