STORYMIRROR

ଆର୍ତ୍ତତ୍ରାଣ ଖୁର୍ଡିଆ

Others

3  

ଆର୍ତ୍ତତ୍ରାଣ ଖୁର୍ଡିଆ

Others

ସିଂଦୂର

ସିଂଦୂର

1 min
236

ସିଂଦୂର ନୁହେଁ ସେ ସୁଂଦର ଜିନିଷ୍ 

ସିଂଦୂର ଅମୁଲର୍ ମୁଲ୍,

ଟୁକେଲ୍ ଜୀବନ୍ ସାପୁଲ୍ କରସି

ଯଉବନ କରେ ଫୁଲ୍ ।


ଅଜନା ଅଶୁନା ଦୁଇଟା ଜୀବନ୍ କେ

ଗୁଟେ ଡାଲେ ଦେସି ବାଂଧି,

ସାତ୍ ଜନମର୍ ଅମୁଲ୍ ରତନ୍ ଟେ

ଆଏ ସେ ଲାଲିଆ ବିଂଦି ।


ବିହାରୀ ଟୁକେଲର ଚିନହା ସିଂଦୂର 

ମନର ମୁନୁଷର୍ ବଲ୍,

ଯେତେ ବଂଧନ୍ ଅଛେ ଇ ଦୁନିଆଁଥି

ଘଏତା, ମାଏପର ତଲ୍ ।


સામગ્રીને રેટ આપો
લોગિન