Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Others

3  

KRUTIBAS NAYAK

Others

ସିଧାକଥା-43 କବିତା: ମୋର ଚାରିପତ୍ନୀ କଥା

ସିଧାକଥା-43 କବିତା: ମୋର ଚାରିପତ୍ନୀ କଥା

1 min
140



ସବୁ ମଣିଷର ଚାରିଗୋଟି ପତ୍ନୀ ରହିଛନ୍ତି ତାକୁ ଘେରି,

ପ୍ରଥମ ପତ୍ନୀ ଯେ ବଡ଼ ସ୍ଥିତପ୍ରଜ୍ଞ ଥାଏ ଆତ୍ମା ରୂପ ଧରି |


ଦ୍ଵିତୀୟ ପତ୍ନୀଟି ଶରୀର ଆମର ଖାଲି ସୁଖ ଖୋଜୁଥାଏ,

ବଡ଼ ସ୍ଵାର୍ଥପର ଦୁଃଖରେ କାତର ମନକୁ କାମେ ଲଗାଏ |


ତୃତୀୟ ପତ୍ନୀ ହିଁ ଆମ ପରିବାର ସୁଖରେ ଦୁଃଖରେ ଭାଗୀ,

ତାଙ୍କଇଚ୍ଛା କେବେ ପୂରଣ ହୁଏନା ନହେଲେ ଯାଆନ୍ତି ରାଗି |


ଚତୁର୍ଥ ପତ୍ନୀ ମୋ ଧନ ମାନ ଘର ତା'ପାଇଁ ବିକଳ ହୁଏ,

ଏମାନେ ଅଳିକ ଲୋଭକୁ ବଢାନ୍ତି ମନକହେ ଆଉ ଚାହେଁ |


ପ୍ରାଣ ଗଲାବେଳେ ପ୍ରଥମ ପତ୍ନୀଟି ଏକା ଯାଏ ସାଥିହୋଇ,

ଦ୍ଵିତୀୟ ପତ୍ନୀଟି ପୋଡ଼ି ହେଇଯାଏ ମଶାଣି ପର୍ଯ୍ୟନ୍ତ ଯାଇ | 


ତୃତୀୟ ପତ୍ନୀ ହିଁ କନ୍ଦାକଟା କରେ ଭୁଲିଯାଏ ଧୀରେ ଧୀରେ,

ଚତୁର୍ଥ ପତ୍ନୀ ତ ପଡ଼ି ରହିଥାଏ ଆଉ କିଏ ଭୋଗକରେ | 




Rate this content
Log in