STORYMIRROR

Sonali Garnayak

Others

3  

Sonali Garnayak

Others

ଶୂନ୍ୟ

ଶୂନ୍ୟ

1 min
193


ସମର୍ପି ଦେବି ନିଜକୁ ଦୁଇକୋଳରେ 

ଗ୍ରାସିବଚିରନିଦ୍ରା ମୋ ଦୁଇ ପଲକରେ 

ଖଣ୍ଡ ଖଣ୍ଡ ପଡୁଥିବ ଛିଡି ମାଂସ ମୋର 

ଉଠୁଥିବା ନିଆଁ ଧାସ ଦଗ୍ଧ କରି ଶରୀର 

ଅପେକ୍ଷା କରୁଥିବ ଘଟ ନେବାକୁ ପାଉଁଶ 

ଝୁରୁଥିବ ତଳେ ପଡିବ କୋକେଇ ବାଉଁଶ 

ହିସାବ ହେଉଥିବ ସବୁ ପାପ ପୁଣ୍ୟ 

ମୋହମାୟା ପାସୋରି ଦେହ ହେବ ଶୂନ୍ୟ… 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍