STORYMIRROR

ବଳରାମ ବାରିକ

Others

3  

ବଳରାମ ବାରିକ

Others

ଶୂନ ଗାଡି

ଶୂନ ଗାଡି

1 min
620



ଧାଇଁ ଗିଡି-ଗିଡି ଧାଇଁ ଗିଡି-ଗିଡି ଧାଙ୍ଗିଡ଼ି।

ଆସ ଚଲାଇବା ଭାଇ ଶୂନ ଗାଡ଼ି।


ଏ ଗାଡି କରିବ ନାହିଁ ଜମାରୁ ଟିକେ ରଡି।

ଡିଜେଲ ,ପେଟ୍ରୋଲ କେବେ ଯିବନି ପୋଡି।


ପବନ ଟିକେ ଭରିଦେଲେ ଯିବ ଏ ଗାଡ଼ି ଗଡି।

ପରିବେଶ ପ୍ରଦୂଷଣ ମାତ୍ରା ଯିବନି ଯମା ବଢି।


ନିୟମିତ ଚଳାଇଲେ ଆମ ସ୍ଵାସ୍ଥ୍ୟ ଯିବନି ବିଗିଡି।

ସମୟ କହୁଛି ତେଲ ପିଉଥିବା ଗାଡି ଦେବା ଛାଡି।


ଧାଇଁ ଗିଡି-ଗିଡି ,ଧାଇଁ ଗିଡି-ଗିଡି ଧାଙ୍ଗିଡି।

ଆସ ଚଲାଇବା ଭାଇ ଆମେ ଶୂନ ଗାଡ଼ି।


✍️ବଳରାମ ବାରିକ।

ନଟିଲ,ଯାଜପୁର/ଝାରସୁଗୁଡା।


Rate this content
Log in