Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Children Stories

3  

Pranati Panda

Children Stories

ଶୁଣରେ ପିଲାଏ

ଶୁଣରେ ପିଲାଏ

1 min
172



ଶୁଣରେ ପିଲାଏ କିଛି କିଛି କଥା

ଦେବରେ ଟିକିଏ ଧ୍ୟାନ ,

ବିଜ୍ଞାନ ଯୁଗର ପିଲା ସବୁ ତୁମେ

ରଖିବ ଦେଶର ମାନ ।


ବିଜ୍ଞାନ ବଳରେ ଧରାକୁ ଜିଣିବ

ଉଡ଼ାଇବ ବ୍ୟମଯାନ ,

ପ୍ରକୃତି ଆଉ ପରିବେଶ ପାଇଁ

ଟିକେ ହେବ ସଚେତନ ।


ବୃକ୍ଷ ଟିଏ ଯଦି ରୋପଣ କରିବ

ବଢିବତ ଅମ୍ଳଜାନ , 

ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଳର

ହୋଇବତ ନିଷ୍କାସନ ।


ପରୋପକାର ପରି ଦୁର୍ଲଭ ଗୁଣେ

ବଢିବ ତୁମ ସମ୍ମାନ,

ପ୍ରତି ବଦଳରେ କେତେ ଆଶୀର୍ବାଦେ 

ଭରିବ ତୁମ ଜୀବନ ।




Rate this content
Log in