STORYMIRROR

jagabandhu sahu

Others

3  

jagabandhu sahu

Others

ଶୁଭ କାର୍ତ୍ତିକ

ଶୁଭ କାର୍ତ୍ତିକ

1 min
374

କାର୍ତ୍ତିକ ପ୍ରାରମ୍ଭେ  ହୃଦେ ଧର୍ମ ଜାଗେ

     ଓଷା ବ୍ରତ ଉପାସନା

ଅରୁଆ ଖାଆନ୍ତି   ଗେରୁଆ ପିନ୍ଧନ୍ତି

     ମନ ନୁହେଁ ଆନମନା ।


 ତୁଣ୍ଡେ ପଞ୍ଚାକ୍ଷର   ନାମ ସଙ୍କିର୍ତ୍ତନ

     ସକାଳେ ଜଳ ତର୍ପଣ

ଭାବ ଭକତିରେ  ବିଭୋର ହୋଇଣ

     କରନ୍ତି ଭକ୍ତି ଅର୍ପଣ ।


ନଦୀ ଗାଡିଆ     ସରୋବର ଜଳ

    ଏ ମାସେ ପାଳଟେ ଗଙ୍ଗା

ଭଜୁଥାରେ ମନ  ନିତି ରାମ ନାମ

    ଭକ୍ତି ରସେ ମନ ରଙ୍ଗା ।


ସତସଙ୍ଗ କରିଣ   ଧର୍ମ ଅରଜିଣ

    ଗୁରୁଜନ ଆଶିଷ ନେବା

ଦୟା ଧର୍ମ ଭାବ  ହୃଦୟରେ ଜାଗୁ 

    କରି ସାଧୁ-ସନ୍ଥ ସେବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ