STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ଶୁଭ ଗୁରୁବାର

ଶୁଭ ଗୁରୁବାର

1 min
491


ବିଜେକର ଲକ୍ଷ୍ମୀମା ଆଜି ସଭିଙ୍କ ଘରେ

ଦୁଃଖନାଶିନି ମା ଦୁଃଖ ସବୁ ଦୂର କରେ

ସୁଖ ସମୃଦ୍ଧି ଦେଇ ଦୟାକରୁଥା ତୁହି

ସଭିଙ୍କର ଘରେ ମା ସର୍ବଦା ଥିବୁ ରହି

ଦୂରେଇ ଦିଅ ମାଆ ସବୁ ଦୁଃଖ କଷଣ

ଧନ,ଯନ ଗୋପଲକ୍ଷ୍ମୀରେ କର ପରିପୂର୍ଣ୍ଣ

ସୁଖ ଶାନ୍ତି ଏବଂ ଧନସମ୍ପତିରେ ଘର ଭରିଯାଉ

ହସଖୁସିରେ ସେତ ଦିନସବୁ ସରିଯାଉ

କର ଯୋଡି ଜଣାଉଛି ମା ତବ ଚରଣେ

ମନରେ ଭକ୍ତିଭାବ ଆସୁଥାଉ ପ୍ରତି କ୍ଷଣେ

ଚାଲିଯାଉ ମା ସବୁ କ୍ଳେଶ ବାଧାବିଘ୍ନ

ତୋ ପୂଜାରେ ଆଜି ନିଜକୁ ମଣେ ଧନ୍ୟ ।

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍