STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
327


ଦୀପାବଳି ଆସିଛି

ଖୁସିର ପରଵ ଆସିଛି

ଦୀପାଳି ସବୁଠି ଜଳୁଛି

ଅନ୍ଧକାର ଦୂର କରିଛି

ଆତସ ବାଜି ହେଉଛି

ରଙ୍ଗୀନ ଆଲୋକ ଦିଶୁଛି

ଘରେ ପିଠା ମିଠା ହୋଇଛି

ଦୀପ ଦାନ ମହା ପର୍ବ ଆସିଛି

ପୟା ଶ୍ରାଦ୍ଧ ପ୍ରତି ଗୃହେ ହେଉଛି

ଯାହା ଆମ ପରମ୍ପରା ରହିଛି

ଆଲୋକ ପର୍ବ ଏବେ ଆସିଛି

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍