STORYMIRROR

Dharitri Mallick

Others

4.5  

Dharitri Mallick

Others

ଶରଣ ପଶିଛି ଶିବଙ୍କ ପାଶେ

ଶରଣ ପଶିଛି ଶିବଙ୍କ ପାଶେ

1 min
2.3K


ଶରଣ ପଶିଛି ଶିବଙ୍କ ପାଶେ

*********************

ଆଖି କାନ୍ଦେ, ମନ ବି କାନ୍ଦେ,

କାନ୍ଦେ ମୋ ହୃଦୟ ~~😢

ବିନା ଦୋଷେ ହେଲି ଦଣ୍ଡିତ,

ଧର୍ମ ରୁ ନ ହେଲି କେବେ ବିଚ୍ୟୁତ

ତଥାପି ନ ଛାଡ଼ିପାରିଲି ସତ୍ୟ ମାର୍ଗ ।।

ହେଲା ପଛେ ମୋ ଜୀବନ ଖଣ୍ଡ ବିଖଣ୍ଡ ।।


କିଏସେ ବୁଝିବ ମୋ ଜୀବନର ମୂଲ୍ୟ ?

ମୁଁ ଯେ ପଶିଛି ଶରଣ ପ୍ରଭୁ ଶିବଙ୍କ ପାଖେ ।।

ସେଥିପାଇଁ ଯେତେ ଯିଏ ଖାଲ ରେ ପକେଇଲେ,

ପ୍ରଭୁ ଶିବ ସେ ଖାଲ ରୁ ଉଠେଇ ଆଣିଲେ ।।

ରକ୍ଷା କରିଲେ ମୋ ଆରାଧ୍ୟ ଶିବ ।।


ତଥାପି ମୁଁ ପାଇଛି ଅନେକ କଷ୍ଟ, ଆଘାତ,

ଭାବୁଛି ଏ ସବୁ ମୋର ପ୍ରାରବ୍ଧ ର ଫଳ ।।

ମିଳୁ ପଛେ ଯେତେ ଘାତ, ପ୍ରତିଘାତ,

ତଥାପି ନ ଛାଡିଯିବ ମୋ ଶିବ ସଙ୍ଗାତ ।।

( © ଧରିତ୍ରୀ ମଲ୍ଲିକ , ଭୁବନେଶ୍ୱର )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍