STORYMIRROR

Jeenashree Routray

Others

2  

Jeenashree Routray

Others

ଶ୍ରମିକ ଦିବସ

ଶ୍ରମିକ ଦିବସ

1 min
115


ଶ୍ରମ ହିଁ ତ କର୍ମ ଶ୍ରମ ହିଁ ତ ଧର୍ମ

   ଶ୍ରମ ଗୌରବର ଭିତ୍ତି ,

ଶ୍ରମର ବିରାମ ନଥାଏ ହେଲେ ସେ

   ସଫଳତା ମାପକାଠି ,

   ଶ୍ରମ ସମୃଦ୍ଧିର ସୌଧ,

ତା' ଉପାଦେୟତା ଉପଲବ୍ଧି କଲେ

   ସମାଜ କଲ୍ୟାଣ ହେବ ।


Rate this content
Log in