STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଶ୍ରୀ ରାମ

ଶ୍ରୀ ରାମ

1 min
1.1K


ରାମ ରାମ ରାମ ରାମ, ସୀତା ରାମ ରାମ 

ଶ୍ରୀ ରାମ ଜୟ ରାମ,ଜୟ ରାଜା ରାମ(୧)


ଅମର ହେଲା କାକ ଗାଇ ରାମ ନାମ

ସନ୍ଥ ହେଲେ ବାଲମିକି କହି ରାମ ରାମ(୨)


ଶ୍ରୀ ରାମ ଜୟ

ପାଇଗଲା ଶବରି ଜପି ରାମ ନାମ

ଗାଇଗଲେ ହନୁମାନ କହି ରାମ ନାମ(୩)


ଶ୍ରୀ ରାମ ଜୟ

ମିତ୍ର ଭାବେ ସୁଗ୍ରୀବ ପାଇଲା ଶ୍ରୀ ରାମ

ଭାସିଗଲା ପଥର ପାଇ ରାମ ନାମ(୪)


ଶ୍ରୀ ରାମ ଜୟ

ଚାଲି ଗଲେ ଦଶରଥ ନେଇ ରାମ ନାମ

ମରିଲା ରାବଣ କହି ରାମଙ୍କର ନାମ(୫)


ଶ୍ରୀ ରାମ ଜୟ

ପାଦ ସ୍ଵର୍ସେ ଅହଲ୍ୟା ପାଇଲା ଶ୍ରୀରାମ

ପାଦ ଧୋଇ କୈବତ୍ତ ଦେଖିଲା ଶ୍ରୀ ରାମ(୬)


ଶ୍ରୀ ରାମ ଜୟ

ମାରିଚ ମରିଲା ଦେଖି ପ୍ରଭୁ ଶ୍ରୀ ରାମ

ପାଇଲେ ବିଭିଷଣ ଜପି ଶ୍ରୀ ରାମ(୭)


ଶ୍ରୀ ରାମ ଜୟ

ଦୁନିଆରେ ସତ୍ୟ ଭାଇ ରାମଙ୍କର ନାମ

କୋକେଇ ସାଥିରେ ଯାଏ ରାମ ଙ୍କର ନାମ(୮)


ରାମ ରାମ ରାମ ରାମ ,ସୀତା ରାମ ରାମ 

ଶ୍ରୀ ରାମ ଜୟ ରାମ,ଜୟ ରାଜା ରାମ  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍