STORYMIRROR

Pinku Ranbida

Others

3  

Pinku Ranbida

Others

ସହରେ ରହୁଛେ

ସହରେ ରହୁଛେ

1 min
183

ସୋନୋ ପାଉଡର୍ ଲଗେଇ କରି

ମୁହୁ କରିଛୁ ଗୁରା,

ନିଜକୁ ନିଜେ ଦେଖେଇ ହେସୁ

ପିନ୍ଧିକରି ଚିରା ଫଡା ।


ଇଜତ୍ ମହତ୍ ପୁଡେଇ ଖାଏଲୁ

ଦିହିଁ କେ ଦେଖେଇ,

ସୁରୁ ସୁରୁ କୁରତା, ପେଟ୍ ପିନ୍ଧି

ନିଜକୁ ଥିସୁ ସଜେଇ ।


ଚାଲୁଥିସୁ ଠମକି ଠମକି

ଗାଁ ମଝାର୍ ଖୁଲି ,

ହାତେ ଗୁଟେ, ମୁବେଇଲ ଧରି

ଭେଣ୍ଟି ବେଗ୍ ଥିସି ଝୁଲି ।


ଗାଁ'ର୍ ଲୋକ୍'ମାନେ ଦେଖିକରି

ମୁହୁ କରିଛନ୍ ମେଲା,

କେନ୍ ରାଏଜୁ ପଲେଇ ଆଇଛେ

ସବୁ ହେଲା ଝମେଲା ।


ଗାଁ,ଲୋକ୍ ପଚରାଲେ କହୁଛୁ

ରହୁଛେ ସହରେ,

ତମେ କାଏଁ ଜାନବ୍ ଡିଜନ୍,ଫେସନ୍

ରହୁଛ ଗାଁ ଘରେ  

ତମେ ରହୁଛ ଗାଁ ଘରେ ।


Rate this content
Log in