STORYMIRROR

jagabandhu sahu

Others

3  

jagabandhu sahu

Others

ଶ୍ମଶାନ

ଶ୍ମଶାନ

1 min
149

ଏନ୍ତୁଡି ଶାଳରୁ    ଜୀବନର ନଈ

   ବହେ ଚିରସ୍ରୋତା ହୋଇ

ଶେଷ ହୋଇଥାଏ ଚିରସ୍ରୋତା ଧାର

     ଶ୍ମଶାନ ଭୂଇଁରେ ଯାଇ

ଅଭିନୟ କେତେ କରୁଥାଉ ଆମେ

    ଏଇ ରଙ୍ଗମଞ୍ଚ ପରେ

ସବୁ ରଙ୍ଗ ଢଙ୍ଗ  ଛାଡି ଏ ସଂସାରେ

   ଫେରନ୍ତି ଶ୍ମଶାନ କୋଳେ

ସତ୍ଯ ଏ ଶ୍ମଶାନ ଭାଙ୍ଗେ ଆତ୍ମ ଗର୍ବ

    କରି ଯେ ମୁଠେ ପାଉଁଶ

ତା ପାଖେ ନେବାକୁ ଲୋଡା ପଡିଥାଏ

    ଶେଷରେ ଛଖଣ୍ତ ବାଉଁଶ

ଜନମ ତ ସତ     ମରଣ ବି ସତ

     ସତ ଏ ଶ୍ମଶାନ ଭୂଇଁ

ଫେରୁଥାନ୍ତି ଆମେ ତାହାରି କୋଳକୁ

    ରାମ ନାମ ସତ୍ଯ ଗାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ