STORYMIRROR

MITALI ROUT

Others

2  

MITALI ROUT

Others

ଶ୍ମଶାନ ଅଭିମୁଖେ

ଶ୍ମଶାନ ଅଭିମୁଖେ

1 min
558


ପ୍ରେମ ଏଠି ଅଲୋଡ଼ା

ଟଙ୍କା ସାଥେ ଜୀବନ ଯୋଡ଼ା

ଭାଇ ଭାଇ ଅଲଗା

ଖାଲି ପଡେ ଗାଁ ଜାଗା

ମିଛ ଦେଖା ଶେଖା

ସେଥି ପାଇଁ

ମଣିଷ ଡିଏଁ ସବୁ ସୀମା ରେଖା

ଅଧର୍ମ ବିତ୍ତ ସଞ୍ଚି ରଖେ

ଭୁଲି ଯାଏ

ଜିବନ ତାର ଯେ ଶ୍ମଶା ଅଭିମୁଖେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍