STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଶକ୍ତିମାନ

ଶକ୍ତିମାନ

1 min
333

ଯାହାକୁ ରଖିବେ ଠାକୁର,

କିକରେ ଦୁର୍ବୁତ୍ତ ପାମର,,

ଭାଗ୍ୟ ବଳରେ ଅସମୟେ,

ଏପରି କଷଣ ଘଟାଏ


ପାପାତ୍ମା କରେ ଯେ କୁ କର୍ମ,

ତାହାଠୁ ବଳି ଅଛି ଧର୍ମ,

ପିତା ମାତାଙ୍କ ଆଶ୍ରିବାଦେ,

କପାଳ ନିନ୍ଦେ ଶବ୍ଦ ଭେଦେ


ଅନ୍ତ ହୋଇବ ପାପାଚାର

ପାପିଙ୍କୁ ନାହିଁ ଯେ ନିସ୍ତାର,

ଧର୍ମ ର ସଦା ଅଛି ଜୟ,

ଧର୍ମୀଙ୍କୁ ପାପିଙ୍କ କି ଭୟ,


ସର୍ଵ ଆଗରେ ଶକ୍ତିମାନ,

ସେହି ଅନନ୍ତ ଭଗବାନ,,

ତାହାଙ୍କୁ କର ହେ ସମ୍ମାନ,

ସେ ଏକା ସର୍ବେ ବିଦ୍ୟମାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍