Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ଶକ୍ତିମାନ ଅଟେ ଈଶ୍ୱର

ଶକ୍ତିମାନ ଅଟେ ଈଶ୍ୱର

1 min
379


ଯଦି ଭାବୁଅଛ ନିଜକୁ ବଡ଼    

   ମଶାଣିକୁ ଯାଇ ପଚାର

ଯଦି ଭାବୁଅଛ ନିଜକୁ ଜ୍ଞାନୀ

  ଗୀତା,କୋରାନ,କୁ ପଚାର, ।

ଯଦି ଭାବୁଅଛ ନିଜକୁ ବଳୁଆ

    ନିଜ ବେଦନା କୁ ପଚାର

ଯଦି ଭାବୁଅଛ ନିଜକୁ ଧନୀ

    ମରଣ କୁ ଟିକେ ପଚାର ।

ଯଦି ଭାବୁଅଛ ନିଜକୁ ସୁନ୍ଦର

    ଆଇନାକୁ ଥରେ ପଚାର

ଯଦି ଭାବୁଅଛ ନିଜକୁ ଭଲ

    ନିଜକୁ ନିଜେ ହିଁ ପଚାର

    ପାଇଯିବ ସବୁ ଉତ୍ତର ।

ଏଇଦୁନିଆଁରେ ସବୁ ମରୀଚିକା

    କେହି ହୋଇବେନି ନିଜର

ସର୍ବେ ଚାଲିଯିବେ କର୍ମମାନ ସାରି

     ସବୁ ହୋଇଯିବ ବେକାର

ସତ କହିଲେ ଏଇ ଦୁନିଆରେ

      ଶକ୍ତିମାନ ଅଟେ ଈଶ୍ୱର ।


Rate this content
Log in