STORYMIRROR

Susil Pani

Others

3  

Susil Pani

Others

ଶିଶୁ

ଶିଶୁ

1 min
137

          

ଶିଶୁମାନେ ଅଟନ୍ତି ଶରସ ସୁନ୍ଦର ।

     ନାହିଁ ତାଙ୍କମନେ ଗର୍ବ ଅହଁଙ୍କାର ।।

ଶିଶୁମାନେ ଅଟନ୍ତି ମୂଲ୍ୟବାନ ଚାରା ।

 ଭବିଷ୍ୟତରେ ହେବା ପାଈଁ ମହତ ବୃକ୍ଷ୍ୟ ସେ ପରା ।।

ଶିଶୁମାନେ ଅଟନ୍ତି ଅମୂଲ ମୂଲ ।

    ଛୋଟଭାବି ତାଙ୍କୁ ନକର ଥଟା ନକଲ ।।

ଶିଶୁଥିଲେ ସେଈ ଧୃବ ପ୍ରହଲାଦ ।

  ଅତୁୁଟ ଭକ୍ତିବଳରେ ପାଈଥିଲେ ଶ୍ରୀହରି ଆଶ୍ରିବାଦ।।

ଶିଶୁମାନଙ୍କୁ ସ୍ନେହ ଶ୍ରଧା କରିବା ପାଈଁ ।

  ଚାଚା ନେହୁରୁ ନିଜ ଜନ୍ମଦିନକୁ ଉଛଗ୍ରିକୃତ କଲେ

ଶିଶୁ ଦିବସ ରୂପେ ପାଳିବା ପାଈଁ ।।

ଶିଶୁମାନଙ୍କୁ ଶଦା ସ୍ନେହ ଶ୍ରଧାକରି ।

    ଉତମ କାର୍ଯ୍ୟ କରି ସୁନାଗରିକ ହେବା ପାଈଁ

ଉପଦେସ ଦିଅ ଯେ ତାଙ୍କୁ ।।



Rate this content
Log in