STORYMIRROR

Prabhati Debnath

Others

3  

Prabhati Debnath

Others

ଶିଶୁ ଟିଏ ଯେବେ

ଶିଶୁ ଟିଏ ଯେବେ

1 min
433

ମାଆ କୋଳ ଛାଡି ଶିଶୁ ଟିଏ ଯେବେ

ଶିକ୍ଷା ଅନୁଷ୍ଠାନ ଯାଏ

ଶିଶୁ ସାଥେ ମିଶି ପରିବେଶ ତାକୁ

ମହ ମହ ବାସୁ ଥାଏ ।।


ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ଅନୁଷ୍ଠାନ

କଉତୁକ ଶିକ୍ଷା ଧାରା

ଧୀରେ ଧୀରେ ଶିଶୁ ଗ୍ରହଣ କରଇ

ପାଇ ହୁଏ ଆତ୍ମହରା ।।


ମାଆର ମମତା ପରିବାର ଭୁଲି

ଶିକ୍ଷାରେ ଦିଅଇ

ଭଲ ପାଠ ପଢି ଗାରିମା ବଢ଼ାଏ

ଖୁସି ହୁଏ ଅନୁଷ୍ଠାନ ।।


ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ୟ କାମ ଛାଡି

ଶିକ୍ଷା ରେ ଦିଅନ୍ତି ଧ୍ୟାନ

ଶିକ୍ଷା ଆଉ ବିଦ୍ୟା ହୋଇବ ସହଜ

ଶିଶୁଏ ହୋଇବେ ଧନ୍ୟ ।।


ଶିକ୍ଷା ବିଦ୍ୟା ଦୁଇ ଏକାଠି ହୋଇଲେ

ରୂପ ନିଜ ବିଦ୍ୟାଳୟ

ଶିଶୁଙ୍କ ଜୀବନ ହୋଇବ ସାର୍ଥକ

ହେବ ଯଦି କର୍ମମୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍