STORYMIRROR

jagabandhu sahu

Others

3  

jagabandhu sahu

Others

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
198

ଦାରିଦ୍ରତା ଆଜି ଛଡେଇ ନେଇଛି 

    ଶିଶୁଙ୍କ ମୁହିଁରୁ ହସ

କରେ ପରିଶ୍ରମ ସିଏ ରାତି ଦିନ

    ଜୀବନଟା ଲାଗେ ତୁଚ୍ଛ ।


ମୁଣ୍ତର ଝାଳକୁ ତୁଣ୍ତରେ ମାରି ସେ

    କରିଚାଲେ ନିତି କାମ

ଅକୁହା ଦୁଃଖକୁ ଛାତିରେ ସାଇତି

  ସୁଖେ ଦୁଃଖେ କାଟେ ଦିନ ।


ଅଳପ ବୟଷ ଅଟେ ଯେ ତାହାର

    ତଥାପି ଯାଏନି ଥକି

କରିଚାଲେ ସିଏ ଜୀବନ ସଂଗ୍ରାମ

   ବିଜୟର ଆଶା ରଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ