Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

padmaja pati

Others

3  

padmaja pati

Others

ଶିଶୁ ପରି ଅଛି କେହି ?

ଶିଶୁ ପରି ଅଛି କେହି ?

1 min
330


ଯା କାନ୍ଦରେ କାନ୍ଦେ ଏ ସାରା ଦୁନିଆ

ଯା ହସରେ ହସୁଥାଇ

ଦୁଃଖ ପାସୋରା ସେ ନୟନର ତାରା

ତା'ର ସମ ଅଛି କେହି ?

ଆମ ଜୀବନର ପରଶ ମଣି ସେ

ସମ୍ଭାବନାମୟ କଢି

ପାଇଲେ ସୁବିଧା ସୁସ୍ଥ ପରିବେଶ

ଆଗକୁ ଯିବ ସେ ବଢ଼ି l

ପୁଅ ଅବା ଝିଅ ହୋଇଥାଉ ସିଏ

ନ କର ତିଳେ ଶୋଚନା

ତା ' କୁନି ହାତରେ ଅସୀମ ଶକତି

ରଚିବ ନୂଆ ସର୍ଜନା l


Rate this content
Log in