STORYMIRROR

Dipti lekha Mishra

Others

4.3  

Dipti lekha Mishra

Others

ଶିଶୁ କନ୍ୟା

ଶିଶୁ କନ୍ୟା

1 min
459


wish u all happy International girl child day........ଶୁଭ ସକାଳ...save girl child and encourage ..ensure..to them who hates girlchild.ଆଜି ଭଳି ଦିବସରେ ନିଜ ସହ ସବୁ ନାରୀଙ୍କୁ ଆନ୍ତରିକ ଶୁଭେଛା...ଧନ୍ୟବାଦ॥


ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ


ଜାଗ୍ରତ ହୁଅ ହେ ଭାରତବାସୀ

ଝିଅଙ୍କ ସୁରକ୍ଷା ଆମ ହାତରେ

ରୋକିବା ଆସହେ ମଉସା ମାଉସୀ

ଭୄଣହତ୍ଯା ରୋକିବା ଚାଲରେ ॥

ଜାଗିଉଠ ହେ ଭାଈଭଉଣୀ‐

ଦୁରେଈବା ଆସ ଲିଙ୍ଗଭେଦଭାବ

କନ୍ଯା ସମ୍ମାନ ବଢୁ ଆମ ଦେଶେ

ଲିଙ୍ଗାନୁପାତ ଆଉ ହ୍ରାସ ନ ହେବ ॥


ବାଲ୍ୟବିବାହ ରୋକିବା ଆସ

ଝିଅଙ୍କ ସୁରକ୍ଷା କରିବା ଆସ

ସାହାସୀ କରିବା ଝିଅଙ୍କୁ ଆମର

ଅଜାଡିଦେବା ଆସ ସ୍ନେହ ଆଦର ॥


ଧନଲକ୍ଷ୍ମୀ ସହ ସୁକନ୍ୟା ସମୄଦ୍ଧି

ପୁଣି ବେଟି ବଚାଅ ବେଟି ପଢାଅ

ଶୁଭାରମ୍ଭ କଲେ ଏମିତି ଯୋଜନା

ଆମ ଭାରତ ଦେଶର ସରକାର॥


ବିଜୁ କନ୍ୟାରତ୍ନ ଆମ ଗେହ୍ଲା ଝିଅ

ଖୁସି ହେଉକି ବିଜୁ ଶିଶୁ ସୁରକ୍ଷା ଯୋଜନା

ଆରମ୍ଭିଲେ ଆମ ରାଈଜ ସରକାର

ସଚେତନ କରିବା ଆସ ଭଉଣୀ ଭାଈନା ॥


ଆଜି ଯିଏ ରେ ଶିଶୁ କନିଆ

କାଲି ହେବେ ଯେ କିଶୋରୀ

ପରେ ହେବ ସେ ମାଆ କାହାର

ଗଢିବ ପୁଣି କେତେ ଯେ ପରୀ ॥


ଶିଶୁକନ୍ୟାର ପୄଷ୍ଟି ତାର ଶିକ୍ଷା

ବଢାଈବା ଆମ ଦାୟୀତ୍ବ ଜାଣ

ମିଳୁ ସବୁ ଆଈନ ଅଧିକାର

ଏକଥା ମନେ କେହି ଭୁଲନ ॥

ଆମ ଶିଶୁ କନିଆ ବଢିବେ ଯେତେ

ହେବେ ପୄଥିବୀର ଆଗାମୀ ଭବିଷ୍ୟତ

ସେମାନଙ୍କ ଯତ୍ନ ଆଉ ଶୁଭଦୄଷ୍ଟିରେ

ସମୄଦ୍ଧି ହେବ ଭାରତ ଏକଥା ସତ ॥

ଶ୍ରୀମତୀ ଦିପ୍ତୀଲେଖା ମିଶ୍ର


Rate this content
Log in